Odia/Numbers

From Wikibooks, open books for an open world
(Redirected from Oriya/Numbers)
Jump to navigation Jump to search
English Numerals Odia Numerals Spelling of Odia Numerals
0 ଶୂନ
1 ଏକ
2 ଦୁଇ
3 ତିନି
4 ଚାରି
5 ପାଞ୍ଚ
6 ଛଅ
7 ସାତ
8 ଆଠ
9 ନଅ
10 ୧୦ ଦଶ
11 ୧୧ ଏଗାର
12 ୧୨ ବାର
13 ୧୩ ତେର
14 ୧୪ ଚଉଦ
15 ୧୫ ପନ୍ଦର
16 ୧୬ ଷୋହଳ
17 ୧୭ ସତର
18 ୧୮ ଅଠର
19 ୧୯ ଉଣେଇଶି
20 ୨୦ କୋଡ଼ିଏ
21 ୨୧ ଏକୋଇଶି
22 ୨୨ ବାଇଶି
23 ୨୩ ତେଇଶି
24 ୨୪ ଚବିଶି
25 ୨୫ ପଚିଶି
26 ୨୬ ଛବିଶି
27 ୨୭ ସତେଇଶି
28 ୨୮ ଅଠେଇଶି
29 ୨୯ ଅଣତିରିଶି
30 ୩୦ ତିରିଶି
31 ୩୧ ଏକତିରିଶି
32 ୩୨ ବତିଶି
33 ୩୩ ତେତିଶି
34 ୩୪ ଚଉତିରିଶି
35 ୩୫ ପଇଁତିରିଶି
36 ୩୬ ଛତିଶି
37 ୩୭ ସଇଁତିରିଶି
38 ୩୮ ଅଠତିରିଶି
39 ୩୯ ଅଣଚାଳିଶି
40 ୪୦ ଚାଳଶି
41 ୪୧ ଏକଚାଳଶି
42 ୪୨ ବୟାଳିଶି
43 ୪୩ ତେୟାଳିଶି
44 ୪୪ ଚଉରାଳିଶି
45 ୪୫ ପଇଁଚାଳିଶି
46 ୪୬ ଛୟାଳିଶି
47 ୪୭ ସତଚାଳିଶି
48 ୪୮ ଅଠଚାଳିଶି
49 ୪୯ ଅଣଚାଶ
50 ୫୦ ପଚାଶ

Read [1]

  1. Odia Number Counting