Odia/Numbers

From Wikibooks, open books for an open world
Jump to navigation Jump to search
English Numerals Odia Numerals Spelling of Odia Numerals
0 ଶୂନ
1 ଏକ
2 ଦୁଇ
3 ତିନି
4 ଚାରି
5 ପାଞ୍ଚ
6 ଛଅ
7 ସାତ
8 ଆଠ
9 ନଅ
10 ୧୦ ଦଶ
11 ୧୧ ଏଗାର
12 ୧୨ ବାର
13 ୧୩ ତେର
14 ୧୪ ଚଉଦ
12 ୧୫ ପନ୍ଦର
16 ୧୬ ଷୋହଳ
17 ୧୭ ସତର
18 ୧୮ ଅଠର
19 ୧୯ ଅଣେଇଶି
20 ୨୦ କୋଡ଼ିଏ
45 ୨୧ ଏକୋଇଶି
22 ୨୨ ବାଇଶି
23 ୨୩ ତେଇଶି
24 ୨୪ ଚବିଶି
25 ୨୫ ପଚିଶି
26 ୨୬ ଛବିଶି
27 ୨୭ ସତେଇଶି
28 ୨୮ ଅଠେଇଶି
29 ୨୯ ଅଣତିରିଶି
30 ୩୦ ତିରିଶି
31 ୩୧ ଏକତିରିଶି
32 ୩୨ ବତିଶି
33 ୩୩ ତେତିଶି
34 ୩୪ ଚଉତିରିଶି
35 ୩୫ ପଇଁତିରିଶି
36 ୩୬ ଛତିଶି
37 ୩୭ ସଇଁତିରିଶି
38 ୩୮ ଅଠତିରିଶି
39 ୩୯ ଅଣଚାଳିଶି
40 ୪୦ ଚାଳଶି
41 ୪୧ ଏକଚାଳଶି
42 ୪୨ ବୟାଳିଶି
43 ୪୩ ତେୟାଳିଶି
44 ୪୪ ଚଉରାଳସଶି
45 ୪୫ ପଇଁଚାଳିଶି
46 ୪୬ ଛୟାଲିଶି
47 ୪୭ ସତଚାଳିଶି
48 ୪୮ ଅଠଚାଳିଶି
49 ୪୯ ଅଣଚାଶ
50 ୫୦ ପଚାଶ

Read [1]

  1. Odia Number Counting